ଅଭିମନ୍ୟୁ…………..ଅଭିମନ୍ୟୁ ଏକ ବହୁ ଚର୍ଚ୍ଚିତ ପୌରାଣିକ ଚରିତ୍ର।ଅଭିମନ୍ୟୁର ମୃତ୍ୟୁ ମହାଭାରତ ଯୁଦ୍ଧର ଏକ ପରିବର୍ତ୍ତନ ବିନ୍ଦୁ।ଯୁଦ୍ଧର ମୋଡ ଏଇଠି ସମ୍ପୂର୍ଣ୍ଣ ବଦଳି ଯାଇଥିଲା।ସଦା ଧର୍ମପଥରେ ଥିବା ପାଣ୍ଡବମାନେ
Read moreDay: July 24, 2018
ଅଭିମନ୍ୟୁ……୨……ବିବାହ ପ୍ରସ୍ତାବ…………………ଏକାଳେ ଦକ୍ଷିଣେ ସଂସପ୍ତକ ରଣେ ରତ ବିରାଟ ରାଜନ,ସଙ୍ଗେ ଧରି ଛଦ୍ମବେଶୀ ଧର୍ମ,ଭୀମ,ମାଦ୍ରୀଙ୍କବେନି ନନ୍ଦନ।ସଂସପ୍ତକ ରାଣ,ତ୍ରିଗର୍ତ୍ତ ରାଜନ ଠାରୁ ପାଇ ନିମନ୍ତ୍ରଣ,ଉତ୍ତର ଦିଗରୁ ଦୁର୍ଯ୍ୟୋଧନ କରେ
Read moreଅଭିମନ୍ୟୁ……..୩……ଉପପ୍ଲାବ୍ୟ ସମାଗମ………………ଉପପ୍ଲାବ୍ୟ ନାମେ ସୁରମ୍ୟ ନଗରୀ ମତ୍ସ୍ୟଦେଶେ ବିରାଜିତ,ପହଞ୍ଚିଲେ ତହିଁ ପାଣ୍ଡବେ ଅଜ୍ଞାତ ବାସ ହୋଇବାରୁ ଅନ୍ତ।ଡଙ୍କି, ଚଟୁ ଫିଙ୍ଗି ବାଉନ ଭାରର ଗଦା ତୋଳିଛନ୍ତି ଭୀମ,ପ୍ରଚଣ୍ଡପାଣ୍ଡବ
Read moreଅଭିମନ୍ୟୁ………୪…..ଯାଜ୍ଞସେନୀଙ୍କ କ୍ଲେଶ………………………କନ୍ୟାଦାନ କଲେ ବିରାଟ ଦେଇ ବିପୁଳ ଧନ,ମହୋତ୍ସବ ପରେ ଫେରିଲେ ବର କନ୍ୟା ସଦନ।ଉପପ୍ଲାବ୍ୟ ନଗ୍ରେ ଡକାଇ ଏକ ଚିନ୍ତନ ସଭା,ଧର୍ମରାଜ କଲେ ଜିଞ୍ଜାସା “କେଉଁ
Read moreଅଭିମନ୍ୟୁ………୫……ଯୁଦ୍ଧର ଅଶନି ସଂକେତ…………………………ଗହ ଗହ ସଭା କମ୍ପୁଛି ,କୃଷ୍ଣ ହୋଇଲେ ଉଭା,ବୋଇଲେ ସମୟ ଆସିଛି,ଧର୍ମର ପକ୍ଷନେବା।ଦୁର୍ଯ୍ୟୋଧନ ମହତ ଆଶା,ଶକୁନି ଖଳ ବୁଦ୍ଧି,ତା ସହିତ ଅନ୍ଧ ରାଜାର ପୁତ୍ରସ୍ନେହ
Read moreଅଭିମନ୍ୟୁ……..୬…….ସିଂହ ଶିଶୁର ଗର୍ଜନ……………………….ଦଶ ଦିନ ଯୁଦ୍ଧ ଶେଷ ହେଲା ,ମାତ୍ର ଜଣା ନପଡିଲା ତିଳେ,କିଏସେ ହାରିବ,ବିଜୟର ଜୟମାଳା ପଡିବ କା ଗଳେ।ଦଶମ ଦିନରେ ଅର୍ଜୁନ ହସ୍ତରେ ଭୀଷ୍ମ
Read moreଅଭିମନ୍ୟୁ…….୭……ଦ୍ରୋଣଙ୍କୁ ଦୋଷାରୋପ…………………………ଦ୍ବାଦଶ ଦିବସ ରଣେ ଭଗଦତ୍ତ ବୀର,ଧନଞ୍ଜୟ ହସ୍ତେ ଗଲେ ଶମନ ମନ୍ଦିର।ଶୁଷ୍କ ବାଲୁକାରେ ମୀନ ଯେହ୍ନେ ଛଟପଟ,ସେହିପରି ସନ୍ତାପିତ ଧୃତରାଷ୍ଟ୍ର ଚାଟ।ବିନିଦ୍ର ରଜନୀ ଅନ୍ତେ କୁରୁ
Read moreଅଭିମନ୍ୟୁ……..୮……ସଂଶପ୍ତକ ରଣ………………….ଦ୍ରୋଣ ଦୁର୍ଯ୍ୟୋଧନ ହେଉଁ କଥୋପ କଥନ,ପାଞ୍ଚଜନ୍ୟ ନାଦେ କମ୍ପେ କୁରୁ ରଣାଙ୍ଗନ।ଦୁନ୍ଦୁଭି ନାଦରେ ଦମକିଲା ମେଘମାଳା,ତା ସଙ୍ଗେ ବୀର ବାଇଦ ଅନେକ ବାଜିଲା।ଭୀମସେନ ବଜାଇଲେ ପୌଣ୍ଡ୍ର*
Read moreଅଭିମନ୍ୟୁ…….୯……ଗୁରୁଙ୍କ ଚକ୍ରବ୍ୟୁହ……………………..ଏଣେ ଧନଞ୍ଜୟ ଅନୁପସ୍ଥିତିରେମହାଦର୍ପେ କୁରୁ ବଳ,ଗୁରୁଙ୍କର ଚକ୍ରବ୍ୟୁହ ମଧ୍ୟେ ରହିକରନ୍ତି ରଣ କରାଳ।ପଦ୍ମବନ ହସ୍ତୀ ଦିଏ ଯଥା ଦଳି,ଦ୍ରୋଣାଚାର୍ଯ୍ୟ ସେହିପରି,ଧ୍ବଂସ କରୁଛନ୍ତି ପାଣ୍ଡବ ବାହିନୀ,ଅପ୍ରମିତ ଶକ୍ତିଧାରୀ।ଯୁଧିଷ୍ଠିର,ଭୀମ,ସାତ୍ୟକି,ଦ୍ରୁପଦ,ଘଟୋତ୍କଚ
Read moreଅଭିମନ୍ୟୁ…….୧୦…….ଚକ୍ରବ୍ୟୁହରେ ବୀରପୁତ୍ର…………………………..ଜ୍ୟେଷ୍ଠତାତ ଆଜ୍ଞା ପାଇ ଅଭିମନ୍ୟୁ କହେ ସାରଥିକୁ ଚାହିଁ,ଚଳାଅ ସୁମିତ୍ର*ଶୀଘ୍ର ମୋର ରଥ ଯହିଁ ଦ୍ରୋଣ ଛନ୍ତି ରହି।ସୁମିତ୍ର ବୋଲଇ “ଚକ୍ରରେ ଘୋଡାଇ ରଖନ୍ତୁ ତୁମ୍ଭକୁ
Read more