ପଲ୍ଲୀ ଗୀତ(୧୦)…. ହାତୀ ପରି ଗୋଟେ ମାଛ….
ପଲ୍ଲୀଗୀତ 10 ———- “ହାତୀ ପରି ଗୋଟେ ମାଛ ଧରିଚି ମୋ ବା” କହିଲା ମୋ ପୁଅ, ନଦେଖିଲା ଓଉ ଛ’ଫେଡା ତାକୁ ମୁଁ କଣ କହିବି
Read MoreColors of Life
ପଲ୍ଲୀଗୀତ 10 ———- “ହାତୀ ପରି ଗୋଟେ ମାଛ ଧରିଚି ମୋ ବା” କହିଲା ମୋ ପୁଅ, ନଦେଖିଲା ଓଉ ଛ’ଫେଡା ତାକୁ ମୁଁ କଣ କହିବି
Read Moreପଲ୍ଲୀଗୀତ 11————ଧଳା କୁରୁତିରେ ନାଲି ପାନଛିଟାଫଟା ରସିକ ନାଗର,ଖଜୁରି ଗଛର କି ଗୁଣ ଗାଇବିମୂଳରୁ ପାହାଚ ତାର। କାଖରେ ଅତର ପୋକଡା ଦାନ୍ତରେବାସନା ଖିଲି ପାନଟି,ଗନ୍ଧ କି
Read Moreପଲ୍ଲୀଗୀତ 12————-ଏଣ୍ଡୁଅର ଗତି କଣ୍ଟାବାଡ କତି,ମାଧିଆ ନବମ ଯାଏ,ଅଳସୁଆ କଲା ବାରବାଟୀ ଚାଷ,ଫୁଟାଣି ସାମନ୍ତରାଏ। ପିନ୍ଧିଲା ଖଦଡ ହେଲା ଭଡ ଭଡଦେଲା ଖଣ୍ଡିଉଡା ବେଟା,କୁଜୀ ନେତା ସାଜି
Read Moreପଲ୍ଲୀଗୀତ 13————ବେଳ ରତରତ ଉଡେ ନାଲି ନେତଦେଉଳ ବେଢାକୁ ଅନା,ଧଳା ମୁରଲୀକୁ ମୁହଁରେ ନଗେଇଉଣ୍ଡୁଚି ବୁରୁନ୍ଦା ନନା। ପଘାଛିଣ୍ଡା ସେତ ନିଘା ତାର ମିତମକଦମ ଘର ଝୁଅ,ହାଣ୍ଡି
Read Moreଅଭିମନ୍ୟୁ…………..ଅଭିମନ୍ୟୁ ଏକ ବହୁ ଚର୍ଚ୍ଚିତ ପୌରାଣିକ ଚରିତ୍ର।ଅଭିମନ୍ୟୁର ମୃତ୍ୟୁ ମହାଭାରତ ଯୁଦ୍ଧର ଏକ ପରିବର୍ତ୍ତନ ବିନ୍ଦୁ।ଯୁଦ୍ଧର ମୋଡ ଏଇଠି ସମ୍ପୂର୍ଣ୍ଣ ବଦଳି ଯାଇଥିଲା।ସଦା ଧର୍ମପଥରେ ଥିବା ପାଣ୍ଡବମାନେ
Read Moreଅଭିମନ୍ୟୁ……୨……ବିବାହ ପ୍ରସ୍ତାବ…………………ଏକାଳେ ଦକ୍ଷିଣେ ସଂସପ୍ତକ ରଣେ ରତ ବିରାଟ ରାଜନ,ସଙ୍ଗେ ଧରି ଛଦ୍ମବେଶୀ ଧର୍ମ,ଭୀମ,ମାଦ୍ରୀଙ୍କବେନି ନନ୍ଦନ।ସଂସପ୍ତକ ରାଣ,ତ୍ରିଗର୍ତ୍ତ ରାଜନ ଠାରୁ ପାଇ ନିମନ୍ତ୍ରଣ,ଉତ୍ତର ଦିଗରୁ ଦୁର୍ଯ୍ୟୋଧନ କରେ
Read Moreଅଭିମନ୍ୟୁ……..୩……ଉପପ୍ଲାବ୍ୟ ସମାଗମ………………ଉପପ୍ଲାବ୍ୟ ନାମେ ସୁରମ୍ୟ ନଗରୀ ମତ୍ସ୍ୟଦେଶେ ବିରାଜିତ,ପହଞ୍ଚିଲେ ତହିଁ ପାଣ୍ଡବେ ଅଜ୍ଞାତ ବାସ ହୋଇବାରୁ ଅନ୍ତ।ଡଙ୍କି, ଚଟୁ ଫିଙ୍ଗି ବାଉନ ଭାରର ଗଦା ତୋଳିଛନ୍ତି ଭୀମ,ପ୍ରଚଣ୍ଡପାଣ୍ଡବ
Read Moreଅଭିମନ୍ୟୁ………୪…..ଯାଜ୍ଞସେନୀଙ୍କ କ୍ଲେଶ………………………କନ୍ୟାଦାନ କଲେ ବିରାଟ ଦେଇ ବିପୁଳ ଧନ,ମହୋତ୍ସବ ପରେ ଫେରିଲେ ବର କନ୍ୟା ସଦନ।ଉପପ୍ଲାବ୍ୟ ନଗ୍ରେ ଡକାଇ ଏକ ଚିନ୍ତନ ସଭା,ଧର୍ମରାଜ କଲେ ଜିଞ୍ଜାସା “କେଉଁ
Read Moreଅଭିମନ୍ୟୁ………୫……ଯୁଦ୍ଧର ଅଶନି ସଂକେତ…………………………ଗହ ଗହ ସଭା କମ୍ପୁଛି ,କୃଷ୍ଣ ହୋଇଲେ ଉଭା,ବୋଇଲେ ସମୟ ଆସିଛି,ଧର୍ମର ପକ୍ଷନେବା।ଦୁର୍ଯ୍ୟୋଧନ ମହତ ଆଶା,ଶକୁନି ଖଳ ବୁଦ୍ଧି,ତା ସହିତ ଅନ୍ଧ ରାଜାର ପୁତ୍ରସ୍ନେହ
Read Moreଅଭିମନ୍ୟୁ……..୬…….ସିଂହ ଶିଶୁର ଗର୍ଜନ……………………….ଦଶ ଦିନ ଯୁଦ୍ଧ ଶେଷ ହେଲା ,ମାତ୍ର ଜଣା ନପଡିଲା ତିଳେ,କିଏସେ ହାରିବ,ବିଜୟର ଜୟମାଳା ପଡିବ କା ଗଳେ।ଦଶମ ଦିନରେ ଅର୍ଜୁନ ହସ୍ତରେ ଭୀଷ୍ମ
Read More