Saturday, April 20, 2024

Day: January 30, 2020

Other Poems

ଦେବଯାନୀ (ପ୍ରଥମ କଳିକା)

ଦେବଯାନୀ (ପ୍ରଥମ କଳିକା) ——————- ଦିନେ ଆଶ୍ରମରେ ପ୍ରସନ୍ନ ଚିତ୍ତରେ ଶୁକ୍ରାଚାର୍ଯ୍ୟ ଥିଲେ ବସି, ଋତୁ ଆବର୍ତ୍ତନେ ଋତୁରାଣୀ ମଧୁ ପ୍ରବେଶିଲେ ତହିଁ ଆସି। ପୁଷ୍ପ ସୁଗନ୍ଧରେ

Read More
Other Poems

ଦେବଯାନୀ (ଦ୍ଵିତୀୟ କଳିକା)

ଦେବଯାନୀ (ଦ୍ୱିତୀୟ କଳିକା) ——————— ଶୁକ୍ରାଚାର୍ଯ୍ୟଙ୍କର ଅସୀମ କୃପାରୁ ଶୌର୍ଯ୍ୟଶାଳୀ ରକ୍ଷବୀରେ, ଦାନବେଶ ବୃଷପର୍ବାଙ୍କ ରାଜ୍ୟରେ ନିର୍ଭୟେ ନିବସୁଥିଲେ। ମୃତ୍ୟୁ ସଂଜୀବନୀ ମନ୍ତ୍ରେ ଥିଲେ ଧନୀ ଶୁକ୍ରାଚାର୍ଯ୍ୟ

Read More
Other Poems

ଦେବଯାନୀ (ତୃତୀୟ କଳିକା)

ଦେବଯାନୀ (ତୃତୀୟ କଳିକା) ————– ରାଗ:—ବଙ୍ଗଳାଶ୍ରୀ ————————- ସଂଧ୍ୟା ପ୍ରବେଶନ୍ତେ ପରାଚୀ  ଦିଗନ୍ତେ ଉଦେ ହେଲେ ପୂର୍ଣ୍ଣ ଶଶି, ଆଶ୍ରମ ପ୍ରାଙ୍ଗଣେ ବୁଣି ହୋଇଗଲା ବିପୁଳ ଜୋଛନା

Read More
Other Poems

ଦେବଯାନୀ (ଷଷ୍ଠ କଳିକା)

ଦେବଯାନୀ —————– (ଷଷ୍ଠ କଳିକା) ରାଗ :-ରାମକେରୀ “ଉଠ ଦେବଯାନୀ, ଉଠଗୋ !” ଡାକେ ଆଶ୍ରମ ଶାରୀ, ହେଲାଣି ପ୍ରଭାତ,ମେଲାଣି ଘେନିଲେଣି ଶର୍ବରୀ  ।। ମଲ୍ଲୀ,କୁନ୍ଦ,ହେନା, ସୁଗନ୍ଧରାଜ,ଗୋଲାପ

Read More
Other Poems

ଦେବଯାନୀ (ଅଷ୍ଟମ କଳିକା)

ଦେବଯାନୀ (ଅଷ୍ଟମ କଳିକା) ରାଗ:-ରସକୁଲ୍ୟା —————– ଆଗେ ଚାଲନ୍ତି ଦେବଯାନୀ ବାଳୀ ବିହଙ୍ଗେ ଚଳନ୍ତି କରି କାକଳୀ, ମୃଗ,ଶଶକ ଡେଇଁ ଆନନ୍ଦରେ, ଚାଲୁଥାନ୍ତି ଋଷିକନ୍ୟା ସଙ୍ଗରେ ଯେ,

Read More
Other Poems

ଦେବଯାନୀ (ଏକାଦଶ କଳିକା)

ଦେବଯାନୀ (ଏକାଦଶ କଳିକା) ରାଗ:-ମଙ୍ଗଳ) —————— ହୃଦୟ ମନ୍ଦିରେ ପ୍ରେମ ପବିତ୍ର ମୂରତି, ପୂଜା କରୁଥାନ୍ତି ଦେବଯାନୀ ଦିବା-ରାତ୍ରି।। ମନ ଉଦ୍ୟାନରୁ ସୁଗନ୍ଧିତ ଫୁଲ ତୋଳି, ପ୍ରେମ

Read More