ଦେବଯାନୀ (ଦ୍ବାଦଶ କଳିକା)
ଦେବଯାନୀ (ଦ୍ୱାଦଶ କଳିକା) ରାଗ:-ମଙ୍ଗଳ —————- “ବୃଷପର୍ବା ରାଜ୍ୟ ଆଜି ଚାଲ ବୁଲିଯିବା, ରାଜଧାନୀ ସଙ୍ଗେ ରାଜ ପ୍ରାସାଦ ଦେଖିବା। ପ୍ରାସାଦରେ ଅଛି ମୋର ପ୍ରିୟ ସହଚରୀ,
Read MoreColors of Life
ଦେବଯାନୀ (ଦ୍ୱାଦଶ କଳିକା) ରାଗ:-ମଙ୍ଗଳ —————- “ବୃଷପର୍ବା ରାଜ୍ୟ ଆଜି ଚାଲ ବୁଲିଯିବା, ରାଜଧାନୀ ସଙ୍ଗେ ରାଜ ପ୍ରାସାଦ ଦେଖିବା। ପ୍ରାସାଦରେ ଅଛି ମୋର ପ୍ରିୟ ସହଚରୀ,
Read Moreଦେବଯାନୀ(ତ୍ରୟୋଦଶ କଳିକା)ରାଗ:-କଳହଂସ କେଦାର– ————————ଚଳନ୍ତି କଚ,ଦେବଯାନୀ ହରସେ,ଆଶ୍ରମ ଲଂଘି ନଗ୍ର ଦର୍ଶନ ଆଶେ।। କଚଙ୍କୁ ଦେଖାଇବେ ଦାନବ ନଗ୍ର,ଭାଳି ସୁନ୍ଦରୀ ମନ ଅତ୍ୟନ୍ତ ବ୍ୟଗ୍ର।। ଶର୍ମିଷ୍ଠାଙ୍କୁ କହିବେ
Read Moreଦେବଯାନୀ(ଚତୁର୍ଦ୍ଦଶ କଳିକା)ରାଗ:-କଳହଂସ କେଦାର———————-ବିକଳେ ଦେବଯାନୀ କରେ ରୋଦନ,ହୋଇଲେ ଶୁକ୍ରାଚାର୍ଯ୍ୟ ଧ୍ୟାନେ ମଗନ।। ତପୋବଳେ ଜାଣିଲେ ସକଳ କଥା,ବୋଇଲେ ” ପୁତ୍ରୀ ମନେ ନ’ଲଭ ବ୍ୟଥା ।। ଦାନବ
Read Moreଦେବଯାନୀ(ପଞ୍ଚଦଶ କଳିକା)ରାଗ:–କଳହଂସ କେଦାର———————-“ବ୍ୟାଘ୍ର ଉଦରୁ ତୁମ୍ଭେ ବଞ୍ଚିଲ ଯେଣୁ,‘ବ୍ୟାଘ୍ରନନ୍ଦନ’ନାମ ବହିବ ତେଣୁ।😃😂”ଦେବଯାନୀ କରନ୍ତେ ଏ ବକ୍ର-ଉକ୍ତି,‘ସତ୍ୟ ବଚନ’ ବୋଲି କଚ ହସନ୍ତି ।। କଚ ବୋଲନ୍ତି “ହୋଇପାରେ
Read Moreଦେବଯାନୀଷୋଡଶ କଳିକାରାଗ:-ଶଙ୍କରାଭରଣ(‘ହେ ଆନନ୍ଦମୟ କୋଟି ବ୍ରହ୍ମାଣ୍ଡ ପାଳକ’ ସ୍ୱରରେ ଗାଇବେ)——————————————————————-ବୃହସ୍ପତିଙ୍କୁ ପ୍ରଣମି ବୋଲନ୍ତି ବାସବ,“ରକ୍ଷଲୋକେ କେତେଦିନ କଚ ରହିଥିବ,ତା’ର ପଡୁନି କି ମନେ ?ଯାଇଅଛି ବୋଲି ସଂଜୀବନୀର
Read Moreଦେବଯାନୀସପ୍ତଦଶ କଳିକାରାଗ:-ଶଙ୍କରାଭରଣ(ହେ ଆନନ୍ଦମୟ ସ୍ୱରରେ—-)——————-ଦେବଯାନୀ ମନ ଆଜି ଆନନ୍ଦେ ବିଭୋର,ପିତା ହୋଇଛନ୍ତି ମହା ପ୍ରଶଂସା ମୁଖର !,କରି କଚ ଗୁଣଗାନ,କହିବୁଲୁଛନ୍ତି ନାହିଁ ଶିଷ୍ୟ ମୋ ଏସନ।। ଶାସ୍ତ୍ର
Read Moreଦେବଯାନୀ ଅଷ୍ଟାଦଶ କଳିକା ରାଗ:-ଶଙ୍କରାଭରଣ ——————————————— କଚ’ଦେବ ମୃତ୍ୟୁ ବାର୍ତ୍ତା ପିତା ମୁଖୁ ଶୁଣି, ମୂର୍ଚ୍ଛିତ ହୋଇ ଧରାରେ ପଡି ଦେବଯାନୀ, ଉଚ୍ଚେ କରନ୍ତି କାରୁଣ୍ୟ, “କାହିଁ
Read Moreଦେବଯାନୀଉନବିଂଶ କଳିକାରାଗ :-ଚକ୍ରକେଳି(ସତ କହିବାକୁ କିଆଁଁ ଡରିବି ସ୍ୱରରେ—)——————————————–ବୃଷପର୍ବା ଦାନବ-କଣ୍ଠୀରବ,*ରଡି ଦେଲେ କମ୍ପିଉଠେ ତ୍ରିଦିବ।।&ତାଙ୍କ ମୁକୁଟ ହେଲେ ଆନ୍ଦୋଳିତ,ସ୍ୱର୍ଗପୁରେ କମ୍ପେ ବାସବ ଗାତ୍ର।।#ରଣ ହୁଙ୍କାର ଦେଲେ ସେହୁ
Read Moreଦେବଯାନୀବିଂଶତମ କଳିକାରାଗ:–ଚକ୍ରକେଳି(‘ସତ କହିବାକୁ କିଆଁ ଡରିବି’ ସ୍ୱରରେ)———————————————–ପାଇ ବୃଷପର୍ବାଙ୍କ ନିମନ୍ତ୍ରଣ,ଆନନ୍ଦିତ ହେଲେ ଭୃଗୁ ନନ୍ଦନ।*କନ୍ୟାକୁ ବୋଲନ୍ତି “ନ କର ହେଳା,ପ୍ରାସାଦରୁ ଆସିଲାଣି ହାନ୍ଦୋଳା।ଶୀଘ୍ର ପ୍ରସ୍ତୁତ ହୁଅ ଦେବଯାନୀ,ଡାକିବାକୁ
Read Moreଦେବଯାନୀଏକବିଂଶ କଳିକାରାଗ:-ଚକ୍ରକେଳି(‘ସତ କହିବାକୁ କିଆଁ ଡରିବି’ ସ୍ୱରରେ)———————————————ସବୁ ଯୁଗରେ ଦାନବଙ୍କ ଜାତି,ନିଜ ପାଦରେ କୁରାଢି ମାରନ୍ତି।ମହା ବିର୍ଯ୍ୟଶାଳୀ ରାଜା ହିରଣ୍ୟ,ହରିଦ୍ରୋହେ କଲା ମୃତ୍ୟୁ ବରଣ।ଶିବ ବରରେ ବଳୀ
Read More