Wednesday, April 24, 2024

Month: January 2020

Other Poems

ଦେବଯାନୀ (ଅଷ୍ଟାଦଶ କଳିକା)

ଦେବଯାନୀ ଅଷ୍ଟାଦଶ କଳିକା ରାଗ:-ଶଙ୍କରାଭରଣ ——————————————— କଚ’ଦେବ ମୃତ୍ୟୁ ବାର୍ତ୍ତା ପିତା ମୁଖୁ ଶୁଣି, ମୂର୍ଚ୍ଛିତ ହୋଇ ଧରାରେ ପଡି ଦେବଯାନୀ, ଉଚ୍ଚେ କରନ୍ତି କାରୁଣ୍ୟ, “କାହିଁ

Read More
Uncategorized

ଦେବଯାନୀଉନବିଂଶ କଳିକାରାଗ :-ଚକ୍ରକେଳି(ସତ କହିବାକୁ କିଆଁଁ ଡରିବି ସ୍ୱରରେ—)——————————————–ବୃଷପର୍ବା ଦାନବ-କଣ୍ଠୀରବ,*ରଡି ଦେଲେ କମ୍ପିଉଠେ ତ୍ରିଦିବ।।&ତାଙ୍କ ମୁକୁଟ ହେଲେ ଆନ୍ଦୋଳିତ,ସ୍ୱର୍ଗପୁରେ କମ୍ପେ ବାସବ ଗାତ୍ର।।#ରଣ ହୁଙ୍କାର ଦେଲେ ସେହୁ

Read More
Uncategorized

ଦେବଯାନୀବିଂଶତମ କଳିକାରାଗ:–ଚକ୍ରକେଳି(‘ସତ କହିବାକୁ କିଆଁ ଡରିବି’ ସ୍ୱରରେ)———————————————–ପାଇ  ବୃଷପର୍ବାଙ୍କ ନିମନ୍ତ୍ରଣ,ଆନନ୍ଦିତ ହେଲେ ଭୃଗୁ ନନ୍ଦନ।*କନ୍ୟାକୁ ବୋଲନ୍ତି “ନ କର ହେଳା,ପ୍ରାସାଦରୁ ଆସିଲାଣି ହାନ୍ଦୋଳା।ଶୀଘ୍ର ପ୍ରସ୍ତୁତ ହୁଅ ଦେବଯାନୀ,ଡାକିବାକୁ

Read More
Uncategorized

ଦେବଯାନୀଏକବିଂଶ କଳିକାରାଗ:-ଚକ୍ରକେଳି(‘ସତ କହିବାକୁ କିଆଁ ଡରିବି’ ସ୍ୱରରେ)———————————————ସବୁ ଯୁଗରେ ଦାନବଙ୍କ ଜାତି,ନିଜ ପାଦରେ କୁରାଢି ମାରନ୍ତି।ମହା ବିର୍ଯ୍ୟଶାଳୀ ରାଜା ହିରଣ୍ୟ,ହରିଦ୍ରୋହେ କଲା ମୃତ୍ୟୁ ବରଣ।ଶିବ ବରରେ ବଳୀ

Read More
Uncategorized

ଦେବଯାନୀଦ୍ୱାବିଂଶ କଳିକାରାଗ:– ନଟବାଣୀ ବା ବିଭାସ କେଦାର(‘ଉତ୍କଳ କମଳା ବିଳାସ ଦୀର୍ଘିକା’ ସ୍ୱରରେ)———————————————–ପ୍ରଶାନ୍ତ ଦିଶଇ ସିନା ପାରାବାର,ଉଦ୍ବେଳିତ ଥାଏ ଗରଭ ତାହାର।ଶୁକ୍ରାଚାର୍ଯ୍ୟଙ୍କର ମୁଖ ସେହିପରି,ପ୍ରଶାନ୍ତ;ଅନ୍ତରେ ଦୁଃଖ ଥିଲା

Read More
Uncategorized

ଦେବଯାନୀତ୍ରୟୋବିଂଶ କଳିକାରାଗ:–ଚିନ୍ତା ଭୈରବ(‘ଆହା ଧନୁର୍ଦ୍ଧର ବୀରବର’ ସ୍ୱରରେ)——————————————ମହା ଆନନ୍ଦ ରମଣୀ ମଣି,ଦେଖି ପିତାଙ୍କୁ ଜୀବିତ ପୁଣି,ହସର ମୁକୁତା ହୁଏ ଝିଲିମିଲି,ଯେହ୍ନେ ଆକାଶେ ତାରକା ଶ୍ରେଣୀ ସେ, ତରୁଣୀ।।

Read More
Uncategorized

ଦେବଯାନୀଚତୁର୍ବିଂଶ କଳିକାରାଗ:—ଚିନ୍ତା ଭୈରବ(ଆହା,ଧନୁର୍ଦ୍ଧର ବୀରବର ସ୍ୱରରେ)—————————————-ଦେବଯାନୀର ନୟନେ ନୀର,ଦେଖି କଚ ହୋଇଲେ ଅଧୀର,ବୋଇଲେ ‘ସୁଶୀଳେ !କିପାଁ ଅଶ୍ରୁଜଳେ,କର ପ୍ଳାବନ ହୃଦ-କେଦାର ଗୋ, ସୁଶୀଳେ।। ତୁମ୍ଭେ ଅଟ ମୋର

Read More
Uncategorized

ଦେବଯାନୀପଞ୍ଚବିଂଶ କଳିକାରାଗ:—ଆହାରୀ(କ୍ରମେ ମଧୁଶେଷ ହୁଅନ୍ତେ ପ୍ରବେଶ ହୋଇଲା ଗ୍ରୀଷମ ସମୟ ସ୍ୱରରେ ଗାଇବେ)——————————————————————–ଜାଣି କଚ ମନ,ଦୁଃଖରେ ମଗନହୋଇଲା ବାଳା ଦେବଯାନୀ,ଚକ୍ଷୁ ଭରି ନୀରେ, ଜନକ ଛାମୁରେଆକୁଳେ କାନ୍ଦେ

Read More
Uncategorized

ଦେବଯାନୀଷଡବିଂଶ କଳିକା————–ରାଗ:–ଚୋଖି—————–ମୃତ୍ୟୁ ସଞ୍ଜିବନୀ ମନ୍ତ୍ର   ହେଲା ଯହୁଁ ହସ୍ତଗତନମି ବୃହସ୍ପତି ସୁତ ଗୁରୁ ଚରଣେ,ତେଜିଲେ ଶୁକ୍ର-ଆଶ୍ରମ   ଚଳିଲେ ବିଜୁଳି ସମମିଳିଲେ ସ୍ୱର୍ଗଭୂବନ ଆନନ୍ଦ ମନେ,ପହଞ୍ଚିଲେ ଦେବ ସଭାରେ,ବନ୍ଦିଲେ

Read More
Uncategorized

ଦେବଯାନୀ(ସପ୍ତବିଂଶ କଳିକା)————ରାଗ:—ଚୋଖି ‘ଶର୍ମିଷ୍ଠା’ ରାଜକୁମାରୀ   ମଧୁଛନ୍ଦା ସୁକୁମାରୀସ୍ୱର୍ଗଗଙ୍ଗା ସମସରି କଳନାଦିନୀ,ଦେବଯାନୀ ଶୁକ୍ରବାଳୀ   ମର୍ତ୍ତ୍ୟର ଜାହ୍ନବୀ ଭଳିଏକ ବୃନ୍ତେ ବେନି କଳୀ ବେନି ସଜନୀ,କ୍ଷୀର ନୀର ସମାନ ବେନି,ଶର୍ମିଷ୍ଠା

Read More