Thursday, April 25, 2024

Uncategorized

Uncategorized

ଦେବଯାନୀଉନତ୍ରିଂଶ କଳିକାରାଗ:–ଧନାଶ୍ରୀ(ବସି ବଶିଷ୍ଠ ,ଜାବାଳି,ବାମଦେବ କଶ୍ୟପ ସୁମନ୍ତ୍ର ଘେନି(ବୈଦେହୀଶ ବିଳାସ)ସ୍ୱରରେ ଗାଇବେ)———————————————————— ହସ୍ତିନା ଭୂପତି,ନୃପେନ୍ଦ୍ର ଯଯାତି ନହୁଷ * କୁଳନନ୍ଦନ,ବାହାରିଲେ ମୋଦେ କାନନ ବିନୋଦେ ହସ୍ତେ ଧରି

Read More
Uncategorized

ଦେବଯାନୀତ୍ରିଂଶତମ କଳିକାରାଗ:—ଧନାଶ୍ରୀ—————–ଅବଳା କ୍ରନ୍ଦନ ହସ୍ତିନା ରାଜନ ଶୁଣି ବିଚାରନ୍ତି ମନେ,ଏ ଘୋର ବିପିନେ କିଏ ସେ ବିଜନେ କାନ୍ଦଇ କେଉଁକାରଣେହେଦେବୀ ଅବା ମାନବୀ,ଅବା  ମାୟାବିନୀ କେ ଦାନବୀ

Read More
Uncategorized

ଦେବଯାନୀଏକତ୍ରିଂଶ କଳିକାରାଗ:—ଧନାଶ୍ରୀ——————–ଆରୋହି ସ୍ୟନ୍ଦନ ନହୁଷ ନନ୍ଦନ ବଢାଇ କର ସାଦରେ,ଦେବଯାନୀ ହସ୍ତ ଧରି ନରନାଥ ବସାଇଲେ ସମୀପରେ,ବୁଡିଗଲେ  ଲଜ୍ଜାରେ,ଦେବଯାନୀ ବ୍ରୀଡା-ସରୋବରେ ହେ।। ସଲ୍ଲଜ ନେତ୍ରରେ ରାଜାଙ୍କ ପୟରେ

Read More
Uncategorized

ଦେବଯାନୀଦ୍ୱାତ୍ରିଂଶ ଅଧ୍ୟାୟରାଗ:—କୌଶିକ (ମନ୍ତ୍ରୀ ମୁଖୁ ଶୁଣି—-)——————————————–ଆଶ୍ରମର ଶୋଭା ଅତି ମନଲୋଭାଦେଖି ବିମୋହିତ ଯଯାତି,ନନ୍ଦନ କାନନ ହେବ କି ସମାନ !!ବିମୁଗ୍ଧ ମନେ ବିଚାରନ୍ତି,ଡୋଳେ  ଦେଖିଲେ,ନାନାଜାତି ପୁଷ୍ପ ସମ୍ଭାର,ଯୂଇ,ଜାଇ,ମଲ୍ଲୀ,ମାଧବୀ,

Read More
Uncategorized

ଏ କାନଭାସର ସେ ପାରିରେ ଅଛିଯେଉଁ ଅଜଣା ଇଲାକା,ସମୟ ଆସିଛି ଯିବାପାଇଁ ହେବସାଥୀ ମତେ ଏକା ଏକା,ଏ ତ ଦୁନିଆଁ ର ଖେଳ,ଭୁଲିଯିବନାହିଁ ଦୁନିଆଁ ଦାଣ୍ଡରେ ହୋଇଥିଲା

Read More
Uncategorized

ପଲ୍ଲୀ କବିତା_____________ଦୂର ପରବତ କୁଞ୍ଚୁକୁଞ୍ଚିଆଲୋଲଣ୍ଡା ହେଲାଣି ତା ମଥା,ନୂଆ ଦେଖି ଘୂରେ ମଥା ଲୋ ସଙ୍ଗାତନାହିଁ ସେ ପୁରୁଣା କଥା। ପଲ୍ଲୀ ଗାଁ ମୋର ଯାଇଥିଲା ଦିନେରାଜଧାନୀ

Read More
Uncategorized

ଗୀତରେ ଗୀତରେ କଥା(ପଲ୍ଲୀ କବିତା)—————————————————-ଗୁମାନ ଦଦା ମୋ ପୁଆଁଏ  ନିଆଁ ଖଳାବାଡିରେ,ଧେଡୀ କୁତୀ  ଛୁଆ ଶୋଇଚି  ଦଦା କୋଳ ଭିତରେ।ମିଉଁ ମିଉଁ ଶଙ୍ଖୀ ବିଲେଇ ଦେହେ  ହଉଚି 

Read More
Uncategorized

ଅଭିଶପ୍ତା(ପଲ୍ଲୀ କବିତା)————-ବଇଶାଖ ମାସ ପାହାନ୍ତା ପହର,ଧରଣୀ ଯାଇଛି ଶୋଇ,ଦଶମୀ ଜହ୍ନର ରୂପେଲୀ କିରଣ,ଯାଇଥିଲା ବୁଣିହୋଇ।ଅଗଣା କୋଣରେ ପିଜୁଳି ମୂଳରେଛାଇ ଆଲୁଅର ତଳେ,କିଏ ସେ କାନ୍ଦୁଛି କଇଁ କଇଁ

Read More
Uncategorized

ବନ୍ଦିନୀ………………ପଲ୍ଲୀ କବିତା===============ଭଜୁଛି ମୁଁ ରାମ ନାମ ହେ ସୁଜନେ,ଜପୁଛି ମୁଁ କୃଷ୍ଣ ନାମ,ଭୋକ ଉପାସରେ ତାଲା ଦିଆ ଘରେବିତିଲାଣି ଦଶଦିନ।। ସତେ ଯମ ରାଜ ପହଞ୍ଚିବେ ଆଜ,ଅପେକ୍ଷାରେ

Read More
Uncategorized

ଏକ ମୃତ୍ୟୁଦଣ୍ଡ ପାଇଥିବା ଗଛ ବିଷୟରେ——————————————–ପୁରୀକି ପଡିଚି ସଡକଟିଏ।ସଡକ କଡରେ ପୋଖରୀଟିଏ।ପୋଖରୀରେ କୁଆଆଖି ପରି ନିର୍ମଳ ପାଣି।ସଡକ ଆଉ ପୋଖରୀ ମଝିରେ ଠିଆ ହୋଇଛି ଏକ ବିଶାଳ

Read More