Saturday, April 20, 2024

Uncategorized

Uncategorized

12 November 201821:50 ସାମନ୍ତ ଚନ୍ଦ୍ରଶେଖରଙ୍କର ଶେଷଯାତ୍ରା————————————(ଡିସେମ୍ବର ମାସରେ ସାମନ୍ତ ଚନ୍ଦ୍ରଶେଖରଙ୍କର ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ)————————————————ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର(ପଠାଣି ସାମନ୍ତ) ଉନବିଂଶ ଶତାବ୍ଦୀର

Read More
Uncategorized

ପୁରୁଷୋତ୍ତମ 21 kulamanisarangi.blogspot.com କାଳବଇଶାଖୀ ଘୋର ଝଡଝଂଜା –କାଳ ଛାଡି ଛାଡି ନାହିଁ,ବରଷା ଶୀତଳ ବାରି ଧାର ଧାରଧରିତ୍ରୀରେ ପଡିନାହିଁ । ଏପରି ସମୟେ କାଂଚୀ ଅଭିଯାନେବାହାରିଲେ

Read More
Uncategorized

ପଲ୍ଲୀଗୀତ 35——————ଗାଁ ସରପଞ୍ଚ କହିଲା “ଜଗୁନି,ନଖଣ,ଶାମ ପଦିଆ !ନଈ ବନ୍ଧକାମ ହବ ଗୋଟେ ଗୋଟେସଈ * କର ଏଠି ବାଆ। କାମକଲ ବେଲି ବେଙ୍କ୍ ଖାତାରେଯେତେ ଟଙ୍କା

Read More
Uncategorized

ପଲ୍ଲୀଗୀତ 36——————-ନୀଳ ସୁବୁଦ୍ଧିର ବିଗିଡିଚି ମୁଣ୍ଡ,ଚିଲ୍ଲଉଚି ରାଗି ଭୀଷଣ ପ୍ରଚଣ୍ଡ ।ନିଜ ପୁଅକୁ ସେ ଗାଳି ଦଉଥିଲା,” ଶଶୁର ପୁଅଟା କଅଣ ନକଲା !ଦଦାପୁଅ ଭାଇ ଭାରିଜାକୁ

Read More
Uncategorized

ପଲ୍ଲୀକବିତା 37kulamanisarangi.blogspot.com——————ଅକସ୍ମାତ ଦିନେ ଆଗରେ ଦେଖିଲିଜୀବନ୍ତ କଙ୍କାଳଟିଏ,ମୁଣ୍ଡରେ ଥିଲା ତା ଦୁଃଖର ପାହାଡ,ଆଖିରେ ଲୁହ ନଈଏ। ଚମ ଧୁଡୁ ଧୁଡୁ, ଆଖିରେ ନେଂଜେରାଚିରା,ଫଟା,ମଳି ବାସ,ଅଶୀ ବରଷରୁ ଅଧିକ

Read More
Uncategorized

ପଲ୍ଲୀ କବିତା 39 kulamanisarangi.blogspot.com——————–ପୁଅ,ବୋହୂ ମାରୁଥିଲେ ଘୁଙ୍ଗୁଡି,ରାତିଅଧେ କାନ୍ଦେ ମରୁଆ ଖୁଡୀ।“ବିଷ ଟିକେ ମତେ ଦେଇ ଦିଅରେ,ବଡ ଦୁଃଖ ଦିଏ ପିଚା ଘାଆ ରେ।କଇ,ବଇ ମୋର ଦୁଃଖ

Read More
Uncategorized

ଜନ୍ମାଷ୍ଟମୀରେ ସମସ୍ତ ବଂଧୁ ଏବଂ ପରିବାର ଜନଙ୍କୁ ଅଶେଷ ଶୁଭକାମନା।ବାଣୀପୁତ୍ର ଗଦାଧର ସିଂହ ସାମନ୍ତଙ୍କର ରଚିତ ଦିପଦ ମନେପଡିଗଲା,ଏହି ଅବସରରେ। “ଝୁଲି ଝୁଲି କିଏ ଆସୁଥାଏ ରେମୋର

Read More
Uncategorized

ଅସୀମ ତୁମେହେ——-kulamanisarangi.blogspot.com—————-ବନଜ୍ୟୋସ୍ନାରେ ମୁଁ  ଦେଖିପାରେ ତୁମ ଛବି,ଭାବେ ମୁଁ ସେଇଠି ଥାଅ,ଯହୁଁ ଆସେ ରବି।ନିବିଡ ଅନ୍ଧାରେ ପାଏ ତୁମକୁ ମୁଁ  ଖୋଜି,ଚକ୍ଷୁ ମୋର ଲୋଡା ବୋଲି ମାଗିବି

Read More
Uncategorized

ହୃଦୟର ମୃତ୍ୟୁ ପରେ————————————–ହୃଦୟର ମୃତ୍ୟୁ ପରେ,ଶବାଧାରେ,ଉଠୁଛି କୁହୁଳା ନିଆଁ,ଅଧାପୋଡା ଅଙ୍ଗାରରୁ କି ଅଜବ-ଗନ୍ଧ ! ପୁଣି କଳାଧୂଆଁ। ସାଉଁଟି ଧରିଲା କିଏ ସେ ଜୁଇରୁ,ମୁଠାଏ ପାଉଁଶ ନେଇ,ସାଇତି

Read More
Uncategorized

ପଲ୍ଲୀଗୀତ 11————ଧଳା କୁରୁତିରେ ନାଲି ପାନଛିଟାଫଟା ରସିକ ନାଗର,ଖଜୁରି ଗଛର କି ଗୁଣ ଗାଇବିମୂଳରୁ ପାହାଚ ତାର। କାଖରେ ଅତର ପୋକଡା ଦାନ୍ତରେବାସନା ଖିଲି ପାନଟି,ଗନ୍ଧ କି

Read More